‘ଓଡିଶା ଆଚିଭର୍ ୨୦୨୩’ କାର୍ଯ୍ୟକ୍ରମ ; ଆଚିଭର୍ଙ୍କୁ ସମ୍ମାନ ସହ ଗରିବ ଶିଶୁଙ୍କୁ ମିଳିଲା ମାଗଣାରେ ପାଠ୍ୟ ଉପକରଣ
ଭୁବନେଶ୍ୱର : ଓଡିଶାର ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍ ୨୦୨୩’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।